ବାଇକ ଚୋର ସନ୍ଦେହରେ ପିଟିପିଟି ଯୁବକଙ୍କୁ ମାରି ଦେଲେ : ୭ ଅଟକ

ବରପାଲି: ଜଣେ ଯୁବକକୁ ବାଇକ ଚୋରି ଅଭିଯୋଗ ନେଇ ପିଟିପିଟି ମାରି ଦେବା ପରି ଏକ ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା ବରପାଲିରେ ଘଟିଛି। ଘଟଣାରୁ ପ୍ରକାଶ ଯେ, ସୁବର୍ଣ୍ଣପୁର ଜିଲ୍ଲାର ଗଜବନ୍ଧ ଗ୍ରାମର ଯୋଗେଶ୍ୱର ମେହେର (୨୨) ରବିବାର ବାଇକ ଯୋଗେ ରାମପୁର ପଟୁ ଆସୁଥିବା ବେଳେ କେତେକ ଯୁବକ ସଂଘବଦ୍ଧ ଭାବରେ ତାଙ୍କୁ ବାଡି, ଗୋଇଠା ବିଧା ମାରି ଲହୁଲୁହାଣ କରି ଦେବା ପରେ ଛାଡି ଚାଲିଯାଇଥି‌ଲେ। … Continue reading ବାଇକ ଚୋର ସନ୍ଦେହରେ ପିଟିପିଟି ଯୁବକଙ୍କୁ ମାରି ଦେଲେ : ୭ ଅଟକ